Bhaju Ki Na Rama

ଭଜୁ କି ନା ରାମ ନାମ ରେ କୁମର?
ଭଜୁ କି ନା ରାମ ନାମ?

ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ

ବାନ୍ଧି ନେବ କାଳଯମ ରେ କୁମର
ବାନ୍ଧି ନେବ କାଳଯମ

ସେହି କାଳଯମ ବଡ଼ ଦାରୁଣ ରେ
ନ ଜାଣଇ ଦୁଃଖସୁଖ

ବାଛି ନବ କଞ୍ଚା, ରଖିବ ପାଚିଲା
ବାଛି ନବ କଞ୍ଚା, ରଖିବ ପାଚିଲା

ଦେବଟି ଦାରୁଣ ଦୁଃଖ ରେ କୁମର
ଦେବଟି ଦାରୁଣ ଦୁଃଖ



Credits
Writer(s): Swarup Nayak
Lyrics powered by www.musixmatch.com

Link