Bole Hunti - Sua Kahe

ଶୁଆ କହେ ସାରୀ, ତୁନି ହୁଅ ଟି
ଶୁଆ କହେ ସାରୀ, ତୁନି ହୁଅ ଟି

ଆରମ୍ଭେ ବିଲୋକ କଥା ବୋଲେ ହୁଁ ଟି
ଆରମ୍ଭେ ବିଲୋକ କଥା ବୋଲେ ହୁଁ ଟି

ଏ କଥା ଭିତରେ ଅଛି କେତେ କଥାଟି
କଥା ନୁହେଁ ଇଏ ତ ଅମୃତ ଭୁଟି
କହୁଛି ମୁଁ ଶୁଣୁଥାଅ ତୁ ଗୋଟି-ଗୋଟି

ଶୁଣୁଥିବୁ, କହୁଥିବୁ ବୋଲେ ହୁଁ ଟି

ବୋଲେ ହୁଁ ଟି, ବୋଲେ ହୁଁ ଟି
ବୋଲେ ହୁଁ ଟି, ବୋଲେ ହୁଁ ଟି
ବୋଲେ ହୁଁ ଟି, ବୋଲେ ହୁଁ ଟି



Credits
Writer(s): Swarup Nayak
Lyrics powered by www.musixmatch.com

Link