Mata Garbha Dhaari

ମାତା ଗର୍ଭଧାରି ନିରତେ କାନ୍ଦିବ
ମରିବାର ଯୁଗାନ୍ତର

କେ କାନ୍ଦିବ ଦିନ ଦଶ ରେ କୁମର?
କେ କାନ୍ଦିବ ଦିନ ଦଶ ରେ କୁମର?

କେ କାନ୍ଦିବ ଦିନ ବାର ରେ କୁମର?
କେ କାନ୍ଦିବ ଦିନ ବାର?

ମୁହିଁ ମାତା ତୋର ନିରତେ କାନ୍ଦିବି
ମରିବାର ଯୁଗାନ୍ତର

ମୁଁ ତେଣୁ ବୋଲୋଇ ଗୋବିନ୍ଦ ଚନ୍ଦ୍ରରେ
ମୁଁ ତେଣୁ ବୋଲୋଇ ଗୋବିନ୍ଦ ଚନ୍ଦ୍ରରେ

କାଲି ଯାଅ ଯୋଗୀ ଘର ରେ କୁମର
କାଲି ଯାଅ ଯୋଗୀ ଘର



Credits
Writer(s): Swarup Nayak
Lyrics powered by www.musixmatch.com

Link