Pakai Asibe

ପକାଇ ଆସିବେ ମଶାଣି ଭୁଇଁରେ
ଦୁଆରେ ଦେବେ ଗୋ ବର

ମଲା ଗଲା ବୋଲି ଦି ଘଡ଼ି କାନ୍ଦିବେ
ମଲା ଗଲା ବୋଲି ଦି ଘଡ଼ି କାନ୍ଦିବେ

ଜଣେ ନ ଯିବେ ସଙ୍ଗରେ ରେ କୁମର
ଜଣେ ନ ଯିବେ ସଙ୍ଗର

ଆସିବାର ବେଳେ ଏକା ରେ କୁମର
ଗଲାବେଳେ ଯିବୁ ଏକା

ମଲେ ତୋର ସଙ୍ଗେ ଜଣେ କେ ନଯିବ
ମଲେ ତୋର ସଙ୍ଗେ ଜଣେ କେ ନଯିବ

ଧର୍ମ ଥିଲେ ହେବ ସଖା ରେ କୁମର
ଧର୍ମ ଥିଲେ ହେବ ସଖା



Credits
Writer(s): Swarup Nayak
Lyrics powered by www.musixmatch.com

Link