Priya Mo Priya

ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା

ତତେ ମୁଁ ଖୋଜୁଛି
ତୋ ପାଇଁ ଝୁରୁଛି
ଠିକଣା ହଜିଛି
ବାଟ ମୁଁ ଭୁଲିଛି

କଉଠି ଅଛୁରେ ଆ

ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା

ଧୁମ୍-ତା-ଧୁମ୍-ତା-ତାନା, ଧୁମ୍-ତା-ଧୁମ୍-ତା-ତାନା
ଧୁମ୍-ତା-ଧୁମ୍-ତା-ତାନା- ତାନାନା
ଧୁମ୍-ତା-ଧୁମ୍-ତା-ତାନା, ଧୁମ୍-ତା-ଧୁମ୍-ତା-ତାନା
ଧୁମ୍-ତା-ଧୁମ୍-ତା-ତାନା- ତାନାନା
ଧୁମ୍-ତା-ଧୁମ୍-ତା-ତାନା, ଧୁମ୍-ତା-ଧୁମ୍-ତା-ତାନା
ଧୁମ୍-ତା-ଧୁମ୍-ତା-ତାନା- ତାନାନା
ଧୁମ୍-ତା-ଧୁମ୍-ତା-ତାନା, ଧୁମ୍-ତା-ଧୁମ୍-ତା-ତାନା
ଧୁମ୍-ତା-ଧୁମ୍-ତା-ତାନା- ତାନାନା

ଜୀବନ ଲାଗେ ଯିବ ଆଜି
ପୃଥିବୀ ଯାଇଛି ହଜି
ଯାଇଥା ଯଉଠି ହଜି
ତଥାପି ପାଇବି ଖୋଜି

ଲୁହ ବି ଶୁଖୁନି
କୋହ ବି ଥମୁନି
ଆଶା ମୋ ସରିନି
ଭରସା ତୁଟିନି

କଉଠି ଅଛୁରେ ଆ

ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ତୁ ଆ' ରେ ଆ'
ତୁ ଆ' ରେ ଆ'

ଖୋଜି ମୁଁ ପାଉନି ତତେ
ସତେକି ଲୁଚିଛୁ ମତେ
ଜୀବନ ଗଲେ ବି ମୋର
ଥିବି ମୁଁ ଆଖିରେ ତୋର

ଆଖି ବି ପାଉନି
ମନ ବି ବୁଝୁନି
ନିଃଶ୍ୱାସ ସରିନି
ବିଶ୍ୱାସ ମରିନି
ଏଇଠି ଅଛି ମୁଁ ଆ'

ତୁ ଆ' ରେ ଆ'
ତୁ ଆ' ରେ ଆ'
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା
ପ୍ରିୟା, ମୋ ପ୍ରିୟା



Credits
Writer(s): Prem Anand
Lyrics powered by www.musixmatch.com

Link