Tu Mora Kie Ki

ତୁ ମୋର କିଏ କି
ତତେ ଖୋଜେ କାହିଁକି
ତୋର ମୋର କି Relation
ନା ଅଛି ଦୋସ୍ତି ନା ଅଛି ଦୁଷ୍ମନ
ନା ତ ମେହେବାନ
ତୁ ମୋର କିଏ କି
ତତେ ଖୋଜେ କାହିଁକି
ତୋର ମୋର କି Relation
ନା ଅଛି ଦୋସ୍ତି ନା ଅଛି ଦୁଷ୍ମନ
ନା ତ ମେହେବାନ
ତୁ ସତ ନା ସ୍ବପ୍ନ
ତୁ ଗଳ୍ପ ନା ଗୀତ
ତୁ ପ୍ରେମ ନା
ତୁ ବିଷ ନା ଅମୃତ
ନା ତୁ ଦୁଷ୍ମନ ନା ଭଗବାନ
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension Tension Tension

ଜାଣେନା ମୁଁ
ତୋ ନା ଘର ତୋ ଠିକଣା
ଅଜାଣତ ମୋର ତୋର ମୋ ଅଜଣା
ତୁ ମାଟି ନା ମୁକ୍ତା
ତୁ ଫୁଲ ନା କଣ୍ଟା
ତୁ ପାଣି ନା ଶୋଷ
ତୁ ଚିଠି ନା ଲେଖା
ନା ତୁ ଦୁଷ୍ମନ ନା ଭଗବାନ
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension Tenson Tenson
ଓ ହାଲୋ ହାଲୋ ମିଷ୍ଟର ଓ ହାଲୋ

କେବେ ଅଛ କେବେ ନାହୁଁ ତୁ ଏଇଠି
କେବେ ପୁଣି ଦେଖା ହେଉ ମୁଁ ଯଉଠି
ତୁ ପାଦ ନା ଘାଟ ତୁ ଦୂର ନା ପାଖ
ତୁ ହସ ନା ଲୁହ ତୁ କୁହୁ ନା କହ
ନା ତୁ ଦୁଷ୍ମନ ନା ଭଗବାନ
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tension
ଧେତ କି kanfusion ଓ କି Tenson
ଧେତ କି kanfusion ଓ କି Tension Tenson Tenson



Credits
Writer(s): Prem Anand
Lyrics powered by www.musixmatch.com

Link