Dunian Jahaku

ଦୁନିଆଁ ଯାହାକୁ କରେନା ନିଜର
ତୁମେ ପ୍ରଭୁ ସାହା ତାର
ଦୁନିଆଁ ଯାହାକୁ କରେନା ନିଜର
ତୁମେ ପ୍ରଭୁ ସାହା ତାର

ତୁମରି ପରସେ କଳୁଷିତ ନୀର
ତୁମରି ପରସେ କଳୁଷିତ ନୀର
ହୋଇଯାଏ ଗଙ୍ଗା ଜଳ
ହୋଇଯାଏ ଗଙ୍ଗା ଜଳ

ଦୁନିଆଁ ଯାହାକୁ କରେନା ନିଜର
ତୁମେ ପ୍ରଭୁ ସାହା ତାର

ତୁମ ବିନା ପ୍ରଭୁ, ସୁଖେ ସାଥି ପ୍ରଭୁ
କେ ନୁହେଁ ଦୁଃଖର ଜାଣେ
ସୁଖ ହୋଇ ତୁମେ ରହିଅଛ ଏକା
ସବୁରି ଅନ୍ତର କୋଣେ

ତୁମେ ହିଁ କରୁଛ ଭଲ ଅବା ମନ୍ଦ
ତୁମେ ହିଁ କରୁଛ ଭଲ ଅବା ମନ୍ଦ
ତୁମ ମହିମା ଅପାର
ତୁମ ମହିମା ଅପାର

ଦୁନିଆଁ ଯାହାକୁ କରେନା ନିଜର
ତୁମେ ପ୍ରଭୁ ସାହା ତାର

ତୁମେ ଇଚ୍ଛାମୟ, ତୁମ ଦୟାଦିନ
ସୁଖୀ ନୁହେଁ କେହି ଜଣେ
ଏ ସାରା ଜଗତ ହୁଏ ଆଲୋକିତ
ତୁମରି ପ୍ରେମ କିରଣେ

ସମୟ ସାଗରେ ତୁମ କରୁଣାର
ସମୟ ସାଗରେ ତୁମ କରୁଣାର
ଢେଉ ଖେଳେ ନିରନ୍ତର
ଢେଉ ଖେଳେ ନିରନ୍ତର

ଦୁନିଆଁ ଯାହାକୁ କରେନା ନିଜର
ତୁମେ ପ୍ରଭୁ ସାହା ତାର
ଦୁନିଆଁ ଯାହାକୁ କରେନା ନିଜର
ତୁମେ ପ୍ରଭୁ ସାହା ତାର

ତୁମରି ପରସେ କଳୁଷିତ ନୀର
ତୁମରି ପରସେ କଳୁଷିତ ନୀର
ହୋଇଯାଏ ଗଙ୍ଗା ଜଳ
ହୋଇଯାଏ ଗଙ୍ଗା ଜଳ
ହୋଇଯାଏ ଗଙ୍ଗା ଜଳ
ହୋଇଯାଏ ଗଙ୍ଗା ଜଳ



Credits
Writer(s): Kajal Kesh, Pradip Parida
Lyrics powered by www.musixmatch.com

Link