Tate Dekhi Chhati Tale Kichhi Kichhi

ତତେ ଦେଖି ଛାତି ତଳେ କିଛି କିଛି ହେଲାରେ
ପ୍ରେମର ରେଲଗାଡି ଛୁକ-ଛୁକ ଗଲାରେ
ଗୋରୀ ଲୋ ଗୋରୀ, ଗୋରୀ ଲୋ ଗୋରୀ
ମୋ ଛାତି ଚିରି ଦିଲ ମୋର ଦିଲ ମୋର ନେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା

ତୋ ପାଇଁ ଦିଲ ମୋର ଧକ-ଧକ ହେଲାରେ
ତୁ ଯେବେ ଛୁଇଁଦେଲୁ ଗୁଦ-ଗୁଦ ହେଲାରେ
ହାଏରେ ହାଏ, ହାଏରେ ହାଏ ମୁଁ ତତେ ଚାହେଁ
ମିଠା-ମିଠା feel କିଛି ଦେଇଯା

ହେଇଯାରେ ଗୋଟେ ଦିନ ତୁ ମୋର boyfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର boyfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା

ତୋର ଯାହା ସାଥିରେ ଥାଉଲୋ ପଛେ setting
ଗୋରୀ, ଗୋରୀ, ଗୋରୀ, ଗୋରୀ ଯାହା ସାଥିରେ କରୁଥା ଯେତେ chatting
ମୋ ସାଥିରେ କରିଦେ ଦିନେ dating

ତୁ ଯାହା ସାଥିରେ କରୁଥା ଯେତେ shooting
ଯାହା ସାଥିରେ କରୁଥା ଯେତେ flirting
ଆରେ ମୋ ଛାତିରେ ହେଇଯା ଆସି fitting
Baby ଲୋ baby पप्पी ଟେ ଦେବି
जानू वाला झप्पी ଗୋଟେ ଦେଇଯା

ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର boyfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର boyfriend ହେଇଯା

ତୁ ହେଇଯା ମଦ ବହିର cover
ହେଇଯା ଖାଲି ମୋ ପାଇଁ ଦିନେ lover
ଜାଣିଯିବୁ love chocolate ର flavour
ତତେ ଦେଖିଲା ଦିନୁ ହେଇଛି love fever
ତୋ ଓଠ ସାଙ୍ଗକୁ ଆଖି ଦିଟା super
ସେଇ ଆଖିରେ ମରିଦେ ଥରେ deeper

ମୁନ୍ନା ରେ ମୁନ୍ନା, ଆରେ ମୁନ୍ନା ରେ ମୁନ୍ନା ମୋ ଆଡେ ଅନା
इश्क़ वाला love ଥରେ କରିଯା

ହେଇଯାରେ ଗୋଟେ ଦିନ ତୁ ମୋର boyfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର boyfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା
ହେଇଯାରେ ଗୋଟେ ଦିନ ତୁ ମୋର girlfriend ହେଇଯା



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link