Joudina To Premare-Duet

ଯଉଦିନ ତୋ ପ୍ରେମରେ, ଯଉଦିନ ତୋ ପ୍ରେମରେ ହସି-ହସି ଗଲି ମୁଁ ଡୁବି
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी
ଯଉଦିନ ମୋ ଆଖିରେ, ଯଉଦିନ ମୋ ଆଖିରେ ଆଙ୍କିଦେଲି ତୋରି ଛବି
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी

ମୋତେ ଯେବେ ଦେଲୁ ଚାହିଁ ନିଶା ମୋତେ ଗଲା ହେଇ
ପାଦ ମୋର ଟଳ-ମଳ କୁଆଡେ ଯିବି?

ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी

ଆଜିକାଲି ଭୁଲିଗଲି ରାତିରେ ଶୋଇବା
ଅଭ୍ୟାସରେ ପଡିଗଲା ତୋ କଥା ଭାବିବା
ହୋ ଭାବୁ-ଭାବୁ ତୋ କଥା ମୁଁ ଝୁଣ୍ଟେ ବାଟସାରା
ଦୁନିଆଟା ଲାଗେ ମୋତେ ନିଆରା-ନିଆରା

ଯାଏ ଆଜି ଯଉଆଡ଼େ ତୋ କଥା ହିଁ ମନେପଡେ
ନିଜ ନାଁ ଭୁଲିଯାଏ ତୋ କଥା ଭାବି

ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी

ଏତେ ରଙ୍ଗ ଏତେ ନିଶା ତୋ ପ୍ରେମରେ ହାଏ
ମୋ ଘରକୁ ଫେରିବାର ବାଟ ଭୁଲିଯାଏ
ହୋ ସବୁ ବାଟେ, ସବୁ ମୋଡେ ହୁଏ ଦେଖା ତୋର
ନିଜ ନାଁ ତୋ ପ୍ରେମରେ ଭୁଲେ ବାର-ବାର

ଯଉଦିନ ଆସିଲୁ ତୁ, ସବୁ ଋତୁ ପ୍ରେମଋତୁ
ମନ କହେ ତୋ ପାଖରେ ଏମିତି ଥିବି

ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା गुलाबी-गुलाबी
ଏ ଦିଲ ହେଲା शराबी-शराबी
ଏ ଦିଲ ହେଲା शराबी-शराबी



Credits
Writer(s): Arun Kumar Mantri, Manmath Mishra
Lyrics powered by www.musixmatch.com

Link