Tate Satara Ku Mate Athara

ଆଲୋ कुछ तो लोग कहेंगे, लोगों का काम है कहना
ତୁ ଡ଼ରୁଚୁ? ପ୍ରେମ କରିଚାଲ, କରିଚାଲ, କରିଚାଲ

ତୋର-ମୋର ଯୋଡ଼ି hit ମାନେ ବହି ଜଳିଯିବ ଜାଣ, ପୁରା ଧୂଆଁ

ତତେ ସତରକୁ ମୋତେ ଅଠର
Love ପାଇଁ जानू age better
ତୋ ପାଇଁ ମନ ଛଟପଟର ରେ
ଖୋଲିଦେ, ଖୋଲିଦେ ଦିଲ୍ shutter

ତତେ ସତରକୁ ମୋତେ ଅଠର
Love ପାଇଁ जानू age better
ତୋ ପାଇଁ ମନ ଛଟପଟର ରେ
ଖୋଲିଦେ, ଖୋଲିଦେ ଦିଲ୍ shutter

ସତରରେ ପଡିଛି ତାଲା (ଆଃହା)
ଆମ ଘରେ ହେଲାଣି ହାଲ୍ଲା (ଓହୋ)
ସତରରେ ପଡିଛି ତାଲା
ଆମ ଘରେ ହେଲାଣି ହାଲ୍ଲା

ସବୁ କଥା ଜାଣିଗଲାଣି ମୋର ସାନ sister (ମଲ୍ଲି କି?)
Viral ହେଲାଣି ଆମ love matter, ଆମ love matter
(ଆମ ପ୍ରେମରେ ନିଆଁ ନାଗିଗଲା ଜାଣ)
ହଁ, ସବୁ କଥା ଜାଣିଗଲାଣି ମୋର ସାନ sister
Viral ହେଲାଣି ଆମ love matter, ଆମ love matter, ଆମ love matter
(ଏବେ କଣ କରିବି କହିଲୁ?)

କହୁଛି ସତ, ନୁହେଁ ଲୋ ମିଛ
ପ୍ରେମ ହୁଏନି ନଦେଲେ ଲାଞ୍ଚ
କହୁଛି ସତ, ନୁହେଁ ଲୋ ମିଛ
ପ୍ରେମ ହୁଏନି ନଦେଲେ ଲାଞ୍ଚ
Sister କୁ ତୋ କହିଦେ ଥରେ ଦେବିଲୋ ତାକୁ parlour ଖର୍ଚ୍ଚ

ରହିଯା ରେ ରହିଯା बच्चा (କାଇଁ?)
ଚାରିଆଡେ ଚାଲିଛି ଚର୍ଚ୍ଚା (ହଁ କି?)
ରହିଯା ରେ ରହିଯା बच्चा
ଚାରିଆଡେ ଚାଲିଛି ଚର୍ଚ୍ଚା

ଏତେ ଆଉ ପ୍ରେମଗାଡିରେ ଉଠା ନାହିଁ ତୁ meter
ଡରଲାଗେ କଣ ହବ love matter
(ଇଲୋ ଡରୁଛୁ କାହିଁକି? मैं हूँ ना)
ହଁ, ଏତେ ଆଉ ପ୍ରେମଗାଡିରେ ଉଠା ନାହିଁ ତୁ meter
Viral ହେଲାଣି ଆମ love matter, ଆମ love matter, ଆମ love matter
(ତୋ ଭଳିଆ ଡରକୁଳି ଝିଅକୁ ପ୍ରେମ କରିକି ମୁଁ ନାମ ନେଲି ଜାଣ)

ମିଛରେ ତତେ ଦେଲିରେ ଠକି (ହଁପା)
Lover ଟୋକା ହଁ, ଡରିଗଲୁ କି? (ମରିଯାଇଥାନ୍ତି)
ଆରେ, ମିଛରେ ତତେ ଦେଲିରେ ଠକି
Lover ଟୋକା ହଁ ଡରିଗଲୁ କି?
ଆସିବୁ କାଲି ଆମ ଘରକୁ
ବୋଉ ହାତରୁ ପିଇବୁ coffee

ବିଦ୍ୟାରାଣ ଝିଅତୁ ଚୋଖା
ଥରେ ଖାଲି ଦେ ମଉକା
ବିଦ୍ୟାରାଣ ଝିଅତୁ ଚୋଖା
ଥରେ ଖାଲି ଦେ ମଉକା

ତମ ଘରେ ଟେଙ୍ଗେଇଦେବି ଆମ ପ୍ରେମର poster
Viral ହେଲେରେ ହଉ love matter, ଯା
ତମ ଘରେ ଟେଙ୍ଗେଇଦେବି ଆମ ପ୍ରେମର poster
Viral ହେଲେରେ ହଉ love matter

ଆମ love matter
ଆମ love matter
ଆମ love matter
ଦିହିଁଙ୍କ love matter



Credits
Writer(s): Baidyanath Dash
Lyrics powered by www.musixmatch.com

Link