Aare AP-Tu Khinch Meri Photo

ଆରେ AP, ନେଇଯା ନେଇଯା जादू की झप्पी
ଆରେ AP, ନେଇଯା ନେଇଯା flying पप्पी

ବୟସଟା ତୋର ଯାଏ କମି କମି
ହଉଲେ-ହାଉଲେ ଖେଳ ଯିବ ଜମି
Come on baby dating ଯିବା ଖାଇବା କୁଲଫି

खींच, खींच, खींच
खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie

AP ତମେ ଭାରି ଦୁଷ୍ଟ, oh really!

ସଲମାନ ଭାଇୟା ଦେଖି six pack body
Shirt ଆଉ ଖୋଲିବୁ ନାହିଁ हवा ରେ ଯିବା ଉଡି
ହେଇ, handsome ତୁ ଲାଗୁଛୁ ଭାରି Amir Khan ଠାରୁ
କାଉ Gym ଯାଉଛୁ?, କଉ cream use କରୁ

ରଙ୍ଗିଲା-ରଙ୍ଗିଲା ଲାଗୁଛୁ ରଙ୍ଗିଲା
ଭାରି ଚଂଗ-ଚଂଗ ହେଇଛୁ ଚଗଲା
ତୋ style ଦେଖି Rajanikant କରୁଛି copy

खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie

ଆଖିରେ ପିନ୍ଧି କଳା ଚଷମା ଲାଗୁଛୁ ଭାରି smart
Ranbir କୁ Deepika ଛାଡି ଦବରେ ତତେ heart
ଆରେ pose ତୋର follow କରନ୍ତି Bollywood Hero
ତୋ ଆଗରେ superstar ଲାଗନ୍ତି ପୁରା zero

ଦେଇଯା ଥରେ ତୋ whatsapp number
Chatting ଚାଲିବ ରାତିରେ ଆମର
ତୁ evergreen ଲାଗୁଛୁ ପିନ୍ଧି ଦେବାନନ୍ଦ ଟୋପି

खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie
ତୁ खींच मेरी selfie

ପୁରା ଅଲଗା ପ୍ରକାର ଖେଳ



Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link