Pout Kari To Otha-Female

Pout କରି ମୋ ଓଠ, ଉଠଉଛି ଯଉ photo
ସେଇ facebook ରେ ଦେଖି ସବୁ ପୁଅ ଦୁଷ୍ଟ

Pout କରି ମୋ ଓଠ, ଉଠଉଛି ଯଉ photo
ସେଇ facebook ରେ ଦେଖି ସବୁ ପୁଅ ଦୁଷ୍ଟ
କିଏସେ କହେ sweet sexy, କିଏତ କହେ fine

ମୁଁ selfie, selfie, selfie, selfie, selfie queen
ହଁ ମୁଁ selfie, selfie, selfie, selfie, selfie queen

Photo ମୋର ଆଜିକାଲି ହୁଏ viral
ରୂପର କମାଲ, ମୋ ରଙ୍ଗର କମାଲ
ହଁ Photo ମୋର ଆଜିକାଲି ହୁଏ viral
ରୂପର କମାଲ, ମୋ ରଙ୍ଗର କମାଲ

Round କରି ମୋ ଆଖି, ଚାହାଣିରେ ଚିରେ ଛାତି
ମୋ ପାଇଁ ଦିୱାନା ସତେ ସବୁ ପୁଅମାନେ ଦିନରାତି
Whatsapp number ନବାକୁ ମୋର ଲଗାନ୍ତି ଲମ୍ବା line

ମୁଁ selfie, selfie, selfie, selfie, selfie queen
ହଁ ମୁଁ selfie, selfie, selfie, selfie, selfie queen
ମୁଁ selfie, selfie, selfie, selfie, selfie queen
ହଁ ମୁଁ selfie, selfie, selfie, selfie, selfie queen

Style ମୋର ଯେମିତିକା smile ସେମିତିକା
ଦେଖ ମୋର, ଦେଖ profile ଏମିତିକା
ହାଏ Style ମୋର ଯେମିତିକା smile ସେମିତିକା
ଦେଖ ମୋର, ଦେଖ profile ଏମିତିକା

Rose ଧରି ମୋ ହାତେ, pose ଦେଲେ ମୁଁ ସତେ
Ollywood ର hero propose କରନ୍ତି ମୋତେ
Producers ତ କହନ୍ତି ମୋତେ କରିବେ heroine

ମୁଁ selfie, selfie, selfie, selfie, selfie queen
ହଁ ମୁଁ selfie, selfie, selfie, selfie, selfie queen
ମୁଁ selfie, selfie, selfie, selfie, selfie queen
ହଁ ମୁଁ selfie, selfie, selfie, selfie, selfie queen
ହାଏ ମୁଁ selfie, selfie, selfie, selfie, selfie queen
ଆରେ ମୁଁ selfie, selfie, selfie, selfie, selfie queen, ହାଁ

Credits
Writer(s): Arun Kumar Mantri, Baidya Nath Dash
Lyrics powered by www.musixmatch.com

Link