Hare Krushna Hare Rama Mahamantra

"ହରେ କୃଷ୍ଣ, ହରେ ରାମ" ମହାମନ୍ତ୍ର ଭଯୁଥା
"ହରେ କୃଷ୍ଣ, ହରେ ରାମ" ମହାମନ୍ତ୍ର ଭଯୁଥା
ଚଉରା ମୂଳେ ରାଧା କୃଷ୍ଣଙ୍କୁ ପୂଜୁଥା, ପୂଜୁଥା
ଚଉରା ମୂଳେ ରାଧା କୃଷ୍ଣଙ୍କୁ ପୂଜୁଥା, ପୂଜୁଥା

ଏଇ କାର୍ତ୍ତିକ ମାସରେ ଭକତିରେ ଭିଯୁଥା
ଏଇ କାର୍ତ୍ତିକ ମାସରେ ଭକତିରେ ଭିଯୁଥା

ପଂଚୁକ ପାଞ୍ଚଦିନ ଧରମ ଅର୍ଯୁଥା, ଅର୍ଯୁଥା
ପଂଚୁକ ପାଞ୍ଚଦିନ ଧରମ ଅର୍ଯୁଥା, ଅର୍ଯୁଥା

ହରେ କୃଷ୍ଣ, ହରେ ରାମ, ନିତାଇ ଗୌର, ରାଧେ ଶ୍ୟାମ
ହରେ କୃଷ୍ଣ, ହରେ ରାମ, ନିତାଇ ଗୌର, ରାଧେ ଶ୍ୟାମ

ବିଷ୍ଣୁ ପୂଜା କଲେ ଲକ୍ଷେ ତୁଳସୀ ପତ୍ରରେ
ଦେବତାଙ୍କ ଆଶୀର୍ବାଦ ମିଳେ ପଞ୍ଚୁକରେ
ଦେବତାଙ୍କ ଆଶୀର୍ବାଦ ମିଳେ ପଞ୍ଚୁକରେ

ପାଞ୍ଚଦିନ ଗୋବିନ୍ଦଙ୍କୁ କରିଲେ ସ୍ମରଣ
ପାପ ଖେୟ ହୋଇଥାଏ, ମିଳେ କୋଟି ପୁଣ୍ୟ

ପୁଣ୍ୟ ଅର୍ଜନ କରୁଥା, ପ୍ରଭୁ ଦର୍ଶନ କରୁଥା
ପୁଣ୍ୟ ଅର୍ଜନ କରୁଥା, ପ୍ରଭୁ ଦର୍ଶନ କରୁଥା

ପଞ୍ଚୁକ ପାଞ୍ଚଦିନ ହବିଷ ଖାଉଥା, ଖାଉଥା
ପଞ୍ଚୁକ ପାଞ୍ଚଦିନ ହବିଷ ଖାଉଥା, ଖାଉଥା

କାର୍ତ୍ତିକରେ କରେ ଯିଏ ଜପ, ତପ, ଧ୍ୟାନ
ତାକୁ ସିନା ମିଳିଯାଏ ବୈକୁଣ୍ଠରେ ସ୍ଥାନ
ତାକୁ ସିନା ମିଳିଯାଏ ବୈକୁଣ୍ଠରେ ସ୍ଥାନ

ପଞ୍ଚୁକରେ ବଗ କେବେ ଛୁଏନା ଆମିଷ
କାର୍ତ୍ତିକ ମାହାତ୍ମ୍ୟ କଥା ଜାଣିଥା ଅଶେଷ

ଯାଇ ବୁଡ଼ ତୁ ଦୋଉଥା, ସବୁ ପାପ ତ ଧୋଉଥା
ଯାଇ ବୁଡ଼ ତୁ ଦୋଉଥା, ସବୁ ପାପ ତ ଧୋଉଥା

ଜଳା-ସାଇ ନାରାୟଣେ ଜଳ ତୁ ଟେକୁଥା, ଟେକୁଥା
ଜଳା-ସାଇ ନାରାୟଣେ ଜଳ ତୁ ଟେକୁଥା, ଟେକୁଥା

ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ-କୃଷ୍ଣ, ହରେ, ହରେ
ହରେ ରାମ, ହରେ ରାମ, ରାମ-ରାମ, ହରେ, ହରେ
ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ-କୃଷ୍ଣ, ହରେ, ହରେ, ହରେ
ହରେ ରାମ, ହରେ ରାମ, ରାମ-ରାମ, ହରେ, ହରେ, ହରେ

ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ-କୃଷ୍ଣ, ହରେ, ହରେ
ହରେ ରାମ, ହରେ ରାମ, ରାମ-ରାମ, ହରେ, ହରେ
ହରେ କୃଷ୍ଣ, ହରେ କୃଷ୍ଣ, କୃଷ୍ଣ-କୃଷ୍ଣ, ହରେ, ହରେ, ହରେ
ହରେ ରାମ, ହରେ ରାମ, ରାମ-ରାମ, ହରେ, ହରେ, ହରେ



Credits
Writer(s): Shiv
Lyrics powered by www.musixmatch.com

Link