Sakhi Bhaktire Bharide Mana Kalasi

ସଖି ଭକ୍ତିରେ ଭରିଦେ ମନ କଳସୀ ଏଇ କାର୍ତ୍ତିକ ମାସେ
ସଖି କୃଷ୍ଣଙ୍କୁ ସକାଳୁ ଦେ ତୁଳସୀ ଏଇ କାର୍ତ୍ତିକ ମାସେ

ଶୁକ୍ଳ ପକ୍ଷ ତିଥି ଦ୍ଵାଦଶୀ, ବିବାହ କରନ୍ତି ବିଷ୍ଣୁ ତୁଳସୀ

ସଖି ଚଢ଼େଇଲେ ସଜ ତୁଳସୀ, ପ୍ରଭୁଯେ ଖୁସି କାର୍ତ୍ତିକ ମାସେ

ସଖି ଭକ୍ତିରେ ଭରିଦେ ମନ କଳସୀ ଏଇ କାର୍ତ୍ତିକ ମାସେ
ସଖି କୃଷ୍ଣଙ୍କୁ ସକାଳୁ ଦେ ତୁଳସୀ ଏଇ କାର୍ତ୍ତିକ ମାସେ

ପାହାନ୍ତାରୁ କଲେ ସ୍ନାନ, ହୋଇଥାଏ ସତେ ପୁଣ୍ୟ ଅର୍ଜନ

ସଖି ସନ୍ଧ୍ୟାରେ ତୁ ନୀତି ଜାଲିଦେ, ଆକାଶ-ଦୀପ କାର୍ତ୍ତିକ ମାସେ

ସଖି ଭକ୍ତିରେ ଭରିଦେ ମନ କଳସୀ ଏଇ କାର୍ତ୍ତିକ ମାସେ
ସଖି କୃଷ୍ଣଙ୍କୁ ସକାଳୁ ଦେ ତୁଳସୀ ଏଇ କାର୍ତ୍ତିକ ମାସେ

ମାସସାରା ତୁ ଖାଇ ହବିଷ, ପଞ୍ଚୁକ ପାଳିବୁ ତୁ ଅବଶ୍ୟ

ସଖି ଜପୁଥା ଲୋ ଗୋବିନ୍ଦ ନାମ, ମିଳିବ ପୁଣ୍ୟ କାର୍ତ୍ତିକ ମାସେ
ସଖି ଭକ୍ତିରେ ଭରିଦେ ମନ କଳସୀ, ଏଇ କାର୍ତ୍ତିକ ମାସେ
ସଖି କୃଷ୍ଣଙ୍କୁ ସକାଳୁ ଦେ ତୁଳସୀ, ଏଇ କାର୍ତ୍ତିକ ମାସେ

Credits
Writer(s): Shiv
Lyrics powered by www.musixmatch.com

Link