Srikhetra Jaai Mahodadhire Kartika Buda Debi

ଶ୍ରୀକ୍ଷେତ୍ର ଯାଇ ମହୋ ଦଧିରେ...
ଶ୍ରୀକ୍ଷେତ୍ର ଯାଇ ମହୋ ଦଧିରେ କାର୍ତ୍ତିକ ବୁଡ଼ ଦେବି
ଶ୍ରୀକ୍ଷେତ୍ର ଯାଇ ମହୋ ଦଧିରେ କାର୍ତ୍ତିକ ବୁଡ଼ ଦେବି

ଜଗନ୍ନାଥଙ୍କ ଦର୍ଶନ କରି, ଜଗନ୍ନାଥଙ୍କ ଦର୍ଶନ କରି
ପୁଣ୍ୟବତୀ ମୁଁ ହେବି, ପୁଣ୍ୟବତୀ ମୁଁ ହେବି

ଶ୍ୱେତ ଗଙ୍ଗାରେ ଦେଲେ ତ ବୁଡ଼...
ଶ୍ୱେତ ଗଙ୍ଗାରେ ଦେଲେ ତ ବୁଡ଼ ମିଳଇ ସିନା ପୁଣ୍ୟ
ଶ୍ୱେତ ଗଙ୍ଗାରେ ଦେଲେ ତ ବୁଡ଼ ମିଳଇ ସିନା ପୁଣ୍ୟ

ମହୋ ଦଧିରେ ଦେଲେ ତ ବୁଡ଼, ମହୋ ଦଧିରେ ଦେଲେ ତ ବୁଡ଼
ସେ ପୁଣ୍ୟ ଲକ୍ଷେ ଗୁଣ, ସେ ପୁଣ୍ୟ ଲକ୍ଷେ ଗୁଣ

କାର୍ତ୍ତିକ ମାସ ଧରମ ମାସ...
କାର୍ତ୍ତିକ ମାସ ଧରମ ମାସ, ସବୁଠୁ ପୁଣ୍ୟ ମାସ
କାର୍ତ୍ତିକ ମାସ ଧରମ ମାସ, ସବୁଠୁ ପୁଣ୍ୟ ମାସ

କାର୍ତ୍ତିକେ ମିଳେ ବୈକୁଣ୍ଠ ଯୋଗ
କାର୍ତ୍ତିକେ ମିଳେ ବୈକୁଣ୍ଠ ଯୋଗ, କଲେ ଶ୍ରୀକ୍ଷେତ୍ରେ ବାସ
କଲେ ଶ୍ରୀକ୍ଷେତ୍ରେ ବାସ

ଶ୍ରୀକ୍ଷେତ୍ର ଯାଇ ମହୋ ଦଧିରେ...
ଶ୍ରୀକ୍ଷେତ୍ର ଯାଇ ମହୋ ଦଧିରେ କାର୍ତ୍ତିକ ବୁଡ଼ ଦେବି
ଶ୍ରୀକ୍ଷେତ୍ର ଯାଇ ମହୋ ଦଧିରେ କାର୍ତ୍ତିକ ବୁଡ଼ ଦେବି

ଜଗନ୍ନାଥଙ୍କ ଦର୍ଶନ କରି, ଜଗନ୍ନାଥଙ୍କ ଦର୍ଶନ କରି
ପୁଣ୍ୟବତୀ ମୁଁ ହେବି, ପୁଣ୍ୟବତୀ ମୁଁ ହେବି
ଜଗନ୍ନାଥଙ୍କ ଦର୍ଶନ କରି, ଜଗନ୍ନାଥଙ୍କ ଦର୍ଶନ କରି
ପୁଣ୍ୟବତୀ ମୁଁ ହେବି, ପୁଣ୍ୟବତୀ ମୁଁ ହେବି



Credits
Writer(s): Shiv
Lyrics powered by www.musixmatch.com

Link