Barashake Thare Radha Pada Darshana

ବରଷକେ ଥରେ ରାଧାପାଦ ଦର୍ଶନ
ବରଷକେ ଥରେ ରାଧାପାଦ ଦର୍ଶନ

ସେ ପାଦ କଲେ ଦର୍ଶନ, ସେ ପାଦ କଲେ ଦର୍ଶନ
ଧନ୍ୟ ଜୀବନ

ହେ, ରାଧାମୋହନ, ହେ, ରାଧିକାପ୍ରାଣ
ହେ, ରାଧାମୋହନ, ହେ, ରାଧିକାପ୍ରାଣ

ବରଷକେ ଥରେ ରାଧାପାଦ ଦର୍ଶନ
ବରଷକେ ଥରେ ରାଧାପାଦ ଦର୍ଶନ

କାର୍ତ୍ତିକ ଶୁକ୍ଳନବମୀ ନାମ ଅଁଳାନବମୀ ଏ ପବିତ୍ର ତିଥିରେ
ବଡ଼ଜାତ ସାକ୍ଷୀଗୋପାଳରେ
ରାଧାଙ୍କର ପାଦ ଦୁଇ ବର୍ଷସାରା ଘୋଡ଼ି ହୋଇ ପଶ୍ଚିମାଶାଢ଼ୀରେ
ରହିଥାଏ ଆଖିଉହାଡରେ

ସେ ପାଦ ଦର୍ଶନ ମିଳେ, ସେ ପାଦ ଦର୍ଶନ ମିଳେ
ଗୋଟିଏ ଦିନ

ହେ, ଭକ୍ତ ଜୀବନ, ହେ, ରାଧାମୋହନ
ହେ, ଭକ୍ତ ଜୀବନ, ହେଜ଼ ରାଧିକାପ୍ରାଣ

ଶ୍ରୀରାଧା ମାନବି ପ୍ରିୟା କେତେ ଲୀଳା କଲେ
ଆହା, ସେ ଯେ ଲକ୍ଷ୍ମୀ ନାମରେ, ରହିଲେ ସେ ସାକ୍ଷୀଗୋପାଳରେ
ତେଣୁ ସେଇ ଠାକୁରାଣୀ, ବେଶ ହୋଇ ଓଡ଼ିଆଣୀ
ଜନମ ଦିନରେ ଦରଶନ ଦିଅନ୍ତି ଭକ୍ତରେ

ସେ ପାଦ ଦର୍ଶନେ ମିଳେ, ସେ ପାଦ ଦର୍ଶନେ ମିଳେ
କୋଟିଏ ପୁଣ୍ୟ

ହେ, ରାଧାମୋହନ, ହେ, ରାଧିକାପ୍ରାଣ
ହେ, ରାଧାମୋହନ, ହେ, ରାଧିକାପ୍ରାଣ

ବରଷକେ ଥରେ ରାଧାପାଦ ଦର୍ଶନ
ବରଷକେ ଥରେ ରାଧାପାଦ ଦର୍ଶନ



Credits
Writer(s): Prem Anand
Lyrics powered by www.musixmatch.com

Link