Kalmanima He

କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି

ରାଧା ତ ମାଳ
କୃଷ୍ଣ ତ ମାଳ
ରାଧା ତ ମାଳ
କୃଷ୍ଣ ତ ମାଳ
ସାତସରି କରି ଦୟଣା ମାଳ

କଳା-ତୁଳସୀ ରେ ସଜାଇ ଚୂଳ
ଦାସ-ପଟୁକା ରେ ଗୁନ୍ଥିଛି

କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି

ଫୁଲକୁ ଧୋଇଛି ଯମୁନା ଜଳରେ ଗଙ୍ଗାପାଣି ଛିଞ୍ଚିଅଛି
ଫୁଲରେ ଫୁଲରେ ସରୁ-ଅଳତା ରେ ରାଧା ରୂପ ଆଙ୍କିଅଛି
ଫୁଲକୁ ଧୋଇଛି ଯମୁନା ଜଳରେ ଗଙ୍ଗାପାଣି ଛିଞ୍ଚିଅଛି
ଫୁଲରେ ଫୁଲରେ ସରୁ-ଅଳତା ରେ ରାଧା ରୂପ ଆଙ୍କିଅଛି

କିଆ, କେତକୀ, ପତର ଯୋଖି
କିଆ, କେତକୀ, ପତର ଯୋଖି
ଫୁଲଝୁମ୍ପା ଦେଇ ପକାଏ ଛକି

କରତ ଲବରୁ କାଟ ପଦକ
ଅପରୂପ କରି ଗଢିଛି

କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି

ବିଷ୍ଣୁ-ବିଷ୍ଣୁ କହି ତୁଳସୀ ତୋଳିଛି ଶୁଭ ଦେବବେଳା ଦେଖି
ବାସ-ଚନ୍ଦନ ରେ ସେ ଗୀତ-ଗୋବିନ୍ଦ ପତରେ ଦେଇଛି ଲେଖି
ବିଷ୍ଣୁ-ବିଷ୍ଣୁ କହି ତୁଳସୀ ତୋଳିଛି ଶୁଭ ଦେବବେଳା ଦେଖି
ବାସ-ଚନ୍ଦନ ରେ ସେ ଗୀତ-ଗୋବିନ୍ଦ ପତରେ ଦେଇଛି ଲେଖି

ନାକକୁ ଜଣା, ଫୁଲର ଗୁଣ
ନାକକୁ ଜଣା, ଫୁଲର ଗୁଣ
ନାଲି, ଧଳା ମିଶା ଫୁଲ ଗହଣା

ମଧୁ-ମାଳତୀ, ଚମ୍ପା, ସେବତୀ
ଜୁଇ, ଯାଇ, ହେନା ଆଣିଛି

କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି

ରାଧା ତ ମାଳ
କୃଷ୍ଣ ତ ମାଳ
ରାଧା ତ ମାଳ
କୃଷ୍ଣ ତ ମାଳ
ସାତସରି କରି ଦୟଣା ମାଳ

କଳା-ତୁଳସୀ ରେ ସଜାଇ ଚୂଳ
ଦାସ-ପଟୁକା ରେ ଗୁନ୍ଥିଛି

କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି
କଳା-ମଣିମା ହେ ଫୁଲ ଆଣିଛି



Credits
Writer(s): Manmath Mishra
Lyrics powered by www.musixmatch.com

Link