Hey Bholanatha Hey Jagara Raja

ॐ, तत्पुरुषाय विद्महे
महादेवाय धीमहि
तन्नो रुद्रः प्रचोदयात्
तत्पुरुषाय विद्महे
महादेवाय धीमहि
तन्नो रुद्रः प्रचोदयात्
ॐ-ॐ, सिवा-सिवम्, सिवा-सिवम्
सिवा-सिवम्, सिवा-सिवम्

ହେ ଭୋଳାନାଥ, ହେ ଜାଗର ରାଜା
सिवा-सिवम्, सिवा-सिवम्
सिवा-सिवम्, सिवा-सिवम्
ହେ ଭୋଳାନାଥ, ହେ ଜାଗର ରାଜା

ମୁଁ ତୁମର ପୂଜାରିଣୀ, ମୁଁ ତୁମର ପୂଜାରିଣୀ
ତୁମେ ମୋର ପୂଜା

सिवा-सिवम्, सिवा-सिवम्
सिवा-सिवम्, सिवा-सिवम्

ମୋ ମନ କେତକୀ ତୁମ ପାଇଁ ଫୁଟେ
ତୁମ ପାଇଁ ଜଳେ ଜୀବନ ଦ୍ଵୀପ

ମୋ ମନ କେତକୀ ତୁମ ପାଇଁ ଫୁଟେ
ତୁମ ପାଇଁ ଜଳେ ଜୀବନ ଦ୍ଵୀପ

ତୁମେ ମୋ ଚିନ୍ତାରେ, ତୁମେ ଚେତନାରେ
ତୁମେ ମୋର ଜପ, ତୁମେ ମୋ ତପ

सिवा-सिवम्, सिवा-सिवम्
सिवा-सिवम्, सिवा-सिवम्

ହେ ଆଦିଯୋଗୀ, ହେ କୈଳାସ ରାଜା
ମୁଁ ତୁମର ପୂଜାରିଣୀ, ମୁଁ ତୁମର ପୂଜାରିଣୀ
ତୁମେ ମୋର ପୂଜା

सिवा-सिवम्, सिवा-सिवम्
सिवा-सिवम्, सिवा-सिवम्

ମନ୍ଦିରରେ ତୁମେ, ମଶାଣିରେ ତୁମେ
ସବୁଠାରେ ପରା ତୁମରି ସ୍ଥିତି

ମନ୍ଦିରରେ ତୁମେ, ମଶାଣିରେ ତୁମେ
ସବୁଠାରେ ପରା ତୁମରି ସ୍ଥିତି

ଲୋଭ, ମୋହ, ମାୟା, କାମନା ଅନ୍ଧାରେ
ତୁମେ ପରା ପ୍ରଭୁ ପରମ ଜ୍ୟୋତି

सिवा-सिवम्, सिवा-सिवम्
सिवा-सिवम्, सिवा-सिवम्

ହେ ଜ୍ୟୋତିର୍ମୟ, ହେ ଜଗତ ରାଜା
ମୁଁ ତୁମର ପୂଜାରିଣୀ, ମୁଁ ତୁମର ପୂଜାରିଣୀ
ତୁମେ ମୋର ପୂଜା

सिवा-सिवम्, सिवा-सिवम्
सिवा-सिवम्, सिवा-सिवम्
सिवा-सिवम्, सिवा-सिवम्
सिवा-सिवम्, सिवा-सिवम्

ଆ-ଆ, (सिवा-सिवम्, सिवा-सिवम्)
(सिवा-सिवम्), ଆ-ଆ, (सिवा-सिवम्)
ଆ-ଆ, (सिवा-सिवम्, सिवा-सिवम्)
(सिवा-सिवम्), ଆ-ଆ, (सिवा-सिवम्)



Credits
Writer(s): Baidyanath Dash
Lyrics powered by www.musixmatch.com

Link