Hey Kalaa Hari(Adhara Pana)

ହେ କଳାହରି, ହେ କଳାହରି
ସରଣର ରକ୍ଷଣ ମଙ୍ଗଳକାରୀ

ଅସରିରେ ଭୟ ଦୂର କରିଦିଅ
ଅସରିରେ ଭୟ ଦୂର କରିଦିଅ
ଅଧରପଣାରେ ସନ୍ତୁଷ୍ଟ କରି

ହେ କଳାହରି, ହେ କଳାହରି

ଏମିତିକା ଭୋଗ ରଖିଛ ମଣିମା
ଭକତ ପାଇବା ମନା
ରଙ୍ଗ ଅଧରକୁ ନିକଟ ବୋଲି ସେ
ନାଁ ତା ଅଧରପଡ଼ା

ପଣା-ହାଣ୍ଡି ଭାଙ୍ଗି ଲୀଳା କରୁଅଛ
ପଣା-ହାଣ୍ଡି ଭାଙ୍ଗି ଲୀଳା କରୁଅଛ
ଗୋପେ ଦହି-ହାଣ୍ଡି ଭାଙ୍ଗିଲା ପରି

ହେ କଳାହରି, ହେ କଳାହରି

ତୁମେ ତ ଭୈରବ, ତୁମେ ଭକତର
କେଉଁ ଅସରିରେ ଭୟ?
ତୁମ ରହସ୍ୟକୁ କିଏ ବା ବୁଝିବ
ତୁମେ ତ ରହସ୍ୟମୟ

ମହାକାଳୀ ରୂପେ ରଥେ ବିରାଜିତ
ମହାକାଳୀ ରୂପେ ରଥେ ବିରାଜିତ
ଚାମଣ୍ଡା ଯୋଗିନୀ ଅଛନ୍ତି ଘେରି

ହେ କଳାହରି, ହେ କଳାହରି, ହେ କଳାହରି



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link