Jagaa Kaliaa Ku

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ
କହ କାଳିଆ ରେ କଣ ପାଇଁ
ଲାଗିଛି ଗହଳି ନୀଳାଚଳେ?

ଡ଼କା ପଡ଼େ ମଣିମା, ବାରେ ହେଉ ଶୁଣିମା
ଡ଼କା ପଡ଼େ ମଣିମା, ବାରେ ହେଉ ଶୁଣିମା
ସାରା ଦୁନିଆଁ ତୋ ପାଦ ତଳେ

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ
ସଭିଏଁ କହନ୍ତି ସବୁବେଳେ

ତୋତେ ଭରସା କରି, କେହି ଯାଇଛି ସରି
ତୋତେ ଭରସା କରି, କେହି ଯାଇଛି ସରି
ଏକଥା ଦିନେ ମୁଁ ଜାଣିନି

ତୋତେ ନିଜର କରି, କେହି ପାରିଛି ଧରି
ତୋତେ ନିଜର କରି, କେହି ପାରିଛି ଧରି
ଏକଥା ଦିନେ ବି ସୁଣିନି

ସବୁ ଜାଣିକି, ସବୁ ଶୁଣିକି
ସବୁ ଜାଣିକି, ସବୁ ଶୁଣିକି
କଳପନା କଳ୍ପ ମୂଳେ

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ
ସଭିଏଁ କହନ୍ତି ସବୁବେଳେ

ତୋର ନାଲି ହସରେ, ଅଛି ମାନେ ହଜାରେ
ତୋର ନାଲି ହସରେ, ଅଛି ମାନେ ହଜାରେ
ବୁଝିବା ଶକତି କାହାର

ତୋର କଳା ରୂପରେ, ଅଛି ଷୋଳ କଳା ରେ
ତୋର କଳା ରୂପରେ, ଅଛି ଷୋଳ କଳା ରେ
ତାକୁ ତ ଦୂରରୁ ଜୁହାର

ତଥାପି ସବୁ କହନ୍ତି ପ୍ରଭୁ, ତଥାପି ସବୁ କହନ୍ତି ପ୍ରଭୁ
ରଖ ନେଇ ଭୁଜ ତଳେ

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ
କହ କାଳିଆ ରେ କଣ ପାଇଁ
ଲାଗିଛି ଗହଳି ନୀଳାଚଳେ?

ଡ଼କା ପଡ଼େ ମଣିମା, ବାରେ ହେଉ ଶୁଣିମା
ଡ଼କା ପଡ଼େ ମଣିମା, ବାରେ ହେଉ ଶୁଣିମା
ସାରା ଦୁନିଆଁ ତୋ ପାଦ ତଳେ

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ
କହ କାଳିଆ ରେ କଣ ପାଇଁ
ଲାଗିଛି ଗହଳି ନୀଳାଚଳେ?

ଜଗା କାଳିଆକୁ ଭରସା ନାହିଁ
ସଭିଏଁ କହନ୍ତି ସବୁବେଳେ
ସଭିଏଁ କହନ୍ତି ସବୁବେଳେ
ସଭିଏଁ କହନ୍ତି ସବୁବେଳେ
ସଭିଏଁ କହନ୍ତି ସବୁବେଳେ



Credits
Writer(s): Alekha Chandra Biswal, Manmath Mishra
Lyrics powered by www.musixmatch.com

Link